ଉତ୍ସେଧ Utsedha
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ଉଚ୍ଚତା — Height
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ଉନ୍ନତି — Improvement; elevation
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ଔଦ୍ଧତ୍ୟ; ଧୃଷ୍ଟତା — Arrogance; haughtiness
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — (+କର୍ତ୍ତୃ. ଅ) ଶରୀର; ଦେହ — Body
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ପୃଥୁଳତା — Fatness; thickness
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ବଧ — Slaughter; killing
- ସଂ. ବି (ଉତ୍=ଉପରେ+ସିଧ୍ ଧାତୁ=ଯିବା+ଭାବ. ଅ) — ଉପରିଭାଗ — surface; upper part