ଉତ୍ପୀଡ଼ନ Utpīṟḍ̠ana

  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ବିଶେଷ ବାଧା ବା ପୀଡ଼ା — Persecution; harassment
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ପ୍ରବର୍ତ୍ତନ; ଉତ୍ତେଜନ — Instigation
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଠେଲାଠେଲି; ଠେଁସାଠେଁସି — Pushing
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଉପରୁ ଚାପା ଦେବା; ଚିପିବା — Pressing
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଜବରାନି — Extortion; use of force
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଆଧିକ୍ୟ — Excess
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଉପଦ୍ରବ — Violence
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ଅତ୍ୟାଚାର — Oppression
  • ସଂ. ବି (ଉତ୍=ସମ୍ୟକ୍+ପୀଡ୍ ଧାତୁ=ପୀଡ଼ା ଦେବା+ଭାବ. ଅନ) — ବାଧା — Obstruction