ଉଡ୍ଡୟନ Uḍḍayana

  • ସଂ. ବି (ଉତ୍=ଊର୍ଦ୍ଧ୍ୱରେ+ଡୀ ଧାତୁ=ଶୂନ୍ୟରେ ଯିବା +ଭାବ. ଅନ) — —ଆକାଶବିହାର; ଶୂନ୍ୟବିହାର; ଉଡ଼ିବା