ଉଠାମାଛ Uṭhāmāchha

  • ଦେ. ବି. — ଜଳାଶୟରେ ବର୍ଷାପାଣି ଅତ୍ୟନ୍ତ ବେଗରେ ପଶିବା ସମୟରେ ବହି ଆସୁଥିବା ଜଳସ୍ରୋତର ବିପରୀତ ଦିଗକୁ ଉଠୁଥିବା ମାଛ
  • ଦେ. ବି. — ଉଠାମାଛ ମୁଣ୍ଡରେ ପାହାର —ଢଗ।