ଉଠିଆ Uṭhiā

  • ଦେ. ବି. (ସଂ. ଉତ୍ଥାନ) — ମାଗଣା ଖାଇବାକୁ ମିଳିବା ପଦାର୍ଥ — Meal got free
  • ଦେ. ବି. (ସଂ. ଉତ୍ଥାନ) — ଆବାଦ ହୋଇଥିବା ଜମି — Cultivated land
  • ଦେ. ବି. (ସଂ. ଉତ୍ଥାନ) — ବିନା ପରିଶ୍ରମରେ ଲବ୍ଧ ବସ୍ତୁ — Things got without labour
  • ଦେ. ବି. (ସଂ. ଉତ୍ଥାନ) — ନୂଆ ବୁଆ ଧାନ — Young paddy plants which had been sown
  • ଦେ. ବି. (ସଂ. ଉତ୍ଥାନ) — [ଦ୍ର—ଗୋରୁମାନେ ଏହାର ଅଗ ଖୁଣ୍ଟି ଦେଲେ ଧାନ ଗଛ ବୁଦାଳିଆ ହୋଇ ବଢ଼େ; ଏଥିପାଇଁ କ୍ଷେତ୍ର ସ୍ୱାମୀ ଗୋରୁମାନଙ୍କୁ ନେଇ ବୁଆକିଆରିରେ ଚରାନ୍ତି।]
  • ଦେ. ବି. (ସଂ. ଉତ୍ଥାନ) — ଯେଉଁ ସମୟରେ କ୍ଷିପ୍ର ଗତିରେ ବ୍ୟବସାୟ ଚଳୁଥାଏ — Busy time; time of brisk business
  • ଦେ. ବି. (ସଂ. ଉତ୍ଥାନ) — ଲାଭଜନକ ସମୟ — Time when one is earning money etc
  • ଦେ. ବି. (ସଂ. ଉତ୍ଥାନ) — କୋଳଥ, ମୁଗ, ବିରି ଆଦି ଫସଲ ବିଲରୁ ଉପଡ଼ା ହୋଇ ଗଲେ ବିଲରେ ରହିଥିବା ଘାସ ଆଦି (ଯାହାକି ଗୋରୁମାନେ ଅତି ଆଗ୍ରହସହକାରେ ବିଲରେ ପଶି ଖାଆନ୍ତି) — Grass etc left in the field after the mung, kulthi and Biri, plants are uprooted during harvest
  • ପ୍ରାଦେ. (ଗଡ଼ଜାତ) ବି. — ଯେଉଁ ଦିନ ହଳିଆ ବା ମୂଲିଆ ଲାଗନ୍ତି
  • ଦେ. ବିଣ. — ଉଭାକରାଯିବା; ଠିଆ କରାଯିବା; ଡେରା ଯିବା — Raised up
  • ଦେ. ବିଣ. — ମାଗଣା ମିଳିବା (ଖାଦ୍ୟ) — Got free; got gratis (food)
  • ଦେ. ବିଣ. — ଆବାଦୀ; ଚାଷ ହୋଇଥିବା (ଜମି) — Cultivated