ଉଚ୍ଚୈଃ Uchchāiḥ

  • ସଂ.ଅ (ଉତ୍=ଅଧିକ+ଚି ଧାତୁ=ଚୟନ କରିବା; ଏକତ୍ର କରିବା+କର୍ମ.ଐସ୍) — — 1 । ଉଚ୍ଚରେ; ବଡ଼ ପାଟି କରି — 1 ଉଚ୍ଚରେ; ବଡ଼ ପାଟି କରି—1. Aloud
  • ସଂ.ଅ (ଉତ୍=ଅଧିକ+ଚି ଧାତୁ=ଚୟନ କରିବା; ଏକତ୍ର କରିବା+କର୍ମ.ଐସ୍) — ଉଚ୍ଚ; ଉନ୍ନତ — On high
  • ସଂ.ଅ (ଉତ୍=ଅଧିକ+ଚି ଧାତୁ=ଚୟନ କରିବା; ଏକତ୍ର କରିବା+କର୍ମ.ଐସ୍) — ପ୍ରଚୁର; ଯଥେଷ୍ଟ — Enough