ଉଗାଳିବା Ugāḻibā

  • ଦେ. କ୍ରି — (ସଂ — ଉଦ୍ଗଳନ; ଅର୍ଗଳ ତୁଳ ପ୍ରା. ଅଗ୍ଗଳ
  • ଦେ. କ୍ରି — ଆଗରୁ ଅଟକାଇବା; ଆଗୁଳିବା — To block the way; to stop one's progress by standing in his way with outstretched arms
  • ଦେ. କ୍ରି — କେ ଗୋପୀ ଉଗାଳଇ ବାଟ —ଭୁପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି — (ସଂ. ଉଦ୍ଗୀଳନ ତୁଳ ପ୍ରା. ଉଗ୍ଗୀଳନ) ବାନ୍ତି କରିବା — To vomit forth