ଉଆକୁଟା Uākuṭā

  • ଦେ. ବିଣ. — ଯେଉଁ ମନୁଷ୍ୟ ବା ଢିଙ୍କି କେବଳମାତ୍ର ଅରୁଆ ଚାଉଳ କୁଟେ (ଯେଉଁ ଢିଙ୍କିରେ ଉଷୁନା ଚାଉଳ କୁଟାଯାଏ ତାହା ଲିପାପୋଛା ନ ହେଲେ ତହିଁରେ ଅରୁଆ ଚାଉଳ କୁଟାଯାଏ ନାହିଁ।)