ଉଆଉଗାଲୀ Uāugālī

  • ଗ୍ରା. ବିଣ. ସ୍ତ୍ରୀ (ଓଉପରି ଉନ୍ନତ ଗାଲ ଯାହାର) — ଫୁଲୁକାଗାଲୀ
  • ଗ୍ରା. ବିଣ. ସ୍ତ୍ରୀ (ଓଉପରି ଉନ୍ନତ ଗାଲ ଯାହାର) — ହେଉ ପଛେ ଉଆଉଗାଲି, ପେଚାନାକୀ ସେ କଥା ଧରିବେ ନାହିଁ। —ଫକୀରମୋହନ, ଛମାଣଆଠଗୁଣ୍ଡ।