ଈକ୍ଷିତ Īkshita

  • ସଂ. ବିଣ. (ଈକ୍ଷ ଧାତୁ= ଦେଖିବା+କର୍ମ. ତ) — ଦୃଷ୍ଟ
  • ସଂ. ବି (+ଭାବ. ତ) — ଦର୍ଶନ — Seeing