ଇଡ଼ିଅମ୍ Iḍiam

  • ବୈଦେ. ବି. (ଇଂ) — ବିଶିଷ୍ଟାର୍ଥଯୁକ୍ତ ବାକ୍ୟ — Idiom
  • ବୈଦେ. ବି. (ଇଂ) — [ଦ୍ର—ପ୍ରତି ଭାଷାରେ ବିଶିଷ୍ଟାର୍ଥଯୁକ୍ତ ବିଶିଷ୍ଟ ବାକ୍ୟମାନ ତତ୍ତତ୍ ଭାଷାରେ ବିଶେଷତ୍ୱ। ଏହି ବାକ୍ୟମାନଙ୍କୁ ଅନ୍ଯ ଭାଷାରେ ଆକ୍ଷରିକ ଅନୁବାଦ କଲେ ତହିଁର ମୌଳିକ ଅର୍ଥ ଅଖୁଣ ରହେ ନାହିଁ।]