ଇଡେନ୍ Iḍen

  • ବୈଦେ. ବି. (ନାମ) — (ଇହୁଦୀ ଭାଷା) ମୁଷଳମାନ ଓ ଖ୍ରୀଷ୍ଟାନ— ମାନଙ୍କର ଧର୍ମଶାସ୍ତ୍ର ଅନୁସାରେ ଈଶ୍ୱର ପ୍ରଥମସୃଷ୍ଟ ଦମ୍ପତି (ଆଦମ୍ ଓ ଇଭ୍) ଙ୍କୁ ଯେଉଁ ବଗିଚାରେ ରଖିଥଲେ — The garden of Eden