ଇସ୍ତକ୍ Istak
- ବୈଦେ. ଅ (ହି. ଇସ୍=ଏହା+ତକ୍=ପର୍ଯ୍ୟନ୍ତ) — ଠାରୁ — From
- ବୈଦେ. ଅ (ହି. ଇସ୍=ଏହା+ତକ୍=ପର୍ଯ୍ୟନ୍ତ) — ଲଗାଏତ୍; (କୌଣସି ବିଷୟ) ଠାରୁ ଆରମ୍ଭକରି — Beginning from
- ବୈଦେ. ଅ (ହି. ଇସ୍=ଏହା+ତକ୍=ପର୍ଯ୍ୟନ୍ତ) — ପର୍ଯ୍ୟନ୍ତ — Upto; till
- ବୈଦେ. ବି — ଗ୍ରାବୁ ତାସ୍ ଖେଳରେ ତାସ୍ ବଣ୍ଟା ହେବା ପରେ ଜଣେ ଖେଳାଳି ହାତରେ ଏକ ରଙ୍ଗର ସାହେବ ଓ ବିବୀ ପଡ଼ିବାର ଅବସ୍ଥା (ତାସ୍ ଖେଳ ତଳେ ନୋଟ୍ ଦେଖ)