ଇଷୁଧି Ishudhi

  • ସଂ. ବି. (ଇଷୁ=ବାଣ+ଧା ଧାତୁ=ଇ) — ବାଣାଧାର; ତୂଣ ବା ତୁଣୀର
  • ସଂ. ବି. (ଇଷୁ=ବାଣ+ଧା ଧାତୁ=ଇ) — ସ୍କନ୍ଧଦେଶେ ଅକ୍ଷୟ ଇଷୁଧି ଦିଓଟି। —କୃଷ୍ଣସିଂହ ମହାଭାରତ, ଉଦ୍ଯୋଗ।