ଇଷିତେ Ishite

  • ଦେ. ଅ. (ସଂ. ଈଷତ୍) — ଇଷିତ (ଦେଖ)
  • ଦେ. ଅ. (ସଂ. ଈଷତ୍) — ବ୍ରାହ୍ମଣୀକୁଳର ଆକୁଳ ତୁଟିଲା ଇଷିତେ ଯାଜ୍ଞିକ ହେବା। —ଭଞ୍ଜ, ବୈଦେହୀଶବିଳାସ।