ଇଶରଜଟା Iṣarajaṭā

  • ଦେ. ବି (ସଂ. ଇଶ୍ୱର+ଜଟା; ଏହାର ଫୁଲ ଜଟା ପରି) — ଖଡ଼ା ପରି ବର୍ଷଜୀବୀ ଗୁଳ୍ମ। [ଏହାର ଫୁଲ ଚେପ୍ଟା; କୁକୁଡ଼ାର ଶିଖା ପରି ଓ ମଖମଲ ପରି କୋମଳ। ଏହା ଧଳା ଓ ନାଲି ଦୁଇପ୍ରକାର]