ଇଲ୍ଲଳା Illaḻā
- ସଂ. ବି. ସ୍ତ୍ରୀ (ଇଳ ଧାତୁ=ଶୟନ କରିବା+ସଂଜ୍ଞାର୍ଥେ. ଳ; ନିପାତନସିଦ୍ଧ; ଯେଉଁମାନେ ମୃଗଶିରା ନକ୍ଷତ୍ରର ଶିର — ଦେଶରେ ଶୟନ କରନ୍ତି ବା ଥାଆନ୍ତି)
- ସଂ. ବି. ସ୍ତ୍ରୀ (ଇଳ ଧାତୁ=ଶୟନ କରିବା+ସଂଜ୍ଞାର୍ଥେ. ଳ; ନିପାତନସିଦ୍ଧ; ଯେଉଁମାନେ ମୃଗଶିରା ନକ୍ଷତ୍ରର ଶିର — ମୃଗଶିରା ନକ୍ଷତ୍ରର ଶିରସ୍ଥ ପାଞ୍ଚଗୋଟି ଛୋଟ ତାରା