ଇଠଇଁ Iṭhāiñ

  • ପ୍ରାଦେ. (ପୁରୀ ଓ କଟକ). ଅ. (ସଂ.ଏତଦ୍ ଓ ସ୍ଥାନ) — ଏଠାରେ; ଏହି ସ୍ଥାନରେ — Here; in this place