ଇଟଳା Itaḻā

  • ଦେ.ବି. (ସଂ.ଇଷ୍ଟକ; ଏହାର ଫୁଲ ଇଟାବର୍ଣ୍ଣର ଥିବାରୁ) — (ରଙ୍ଗ ଓ ହଳଦିଆ ଅଅଁଳା ଫୁଲ; ଏଥିରେ ମାଇପେମାଳ ଗୁନ୍ଥି ଜୁଡ଼ାରେ ବାନ୍ଧନ୍ତି।)
  • ଦେ.ବି. (ସଂ.ଇଷ୍ଟକ; ଏହାର ଫୁଲ ଇଟାବର୍ଣ୍ଣର ଥିବାରୁ) — ଅଅଁଳା 2 (ଦେଖ) — ଅଅଁଳା2(ଦେଖ)Aañḻā 2 (See)
  • ଦେ.ବି. (ସଂ.ଇଷ୍ଟକ; ଏହାର ଫୁଲ ଇଟାବର୍ଣ୍ଣର ଥିବାରୁ) — ଇଟଳା ଗଭା ସଦୃଶୀ ମଞ୍ଜୁଳା। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ.ବି. (ସଂ.ଇଷ୍ଟକ; ଏହାର ଫୁଲ ଇଟାବର୍ଣ୍ଣର ଥିବାରୁ) — [ଦ୍ର—ଅଅଁଳେଇ ଫୁଲ ଦୁଇ ଜାତିର—କଳା ଅଅଁଳେଇ ଓ ଇଟଳା ଅଅଁଳେଇ; କଳା ଅଅଁଳେଇ ଫୁଲର ବର୍ଣ୍ଣ ନୀଳ ବା ଶ୍ୟାମଳ ଓ ଇଟଳା ଅଅଁଳେଇ ଫୁଲ ଇଟାଳିଆ ନାଲି।]