ଇଜ୍ୟା Ijyā
- ସଂ. ବିଣ. ସ୍ତ୍ରୀ. (ଯଜ୍ ଧାତୁ=ପୂଜା କରିବା+କର୍ମ. ଯ+ସ୍ତ୍ରୀ. ଆ) — ଇଜ୍ୟର ସ୍ତ୍ରୀଲିଙ୍ଗ — Feminine of Ijya
- ବି — ପୂଜା — Worship
- ବି — ଦାନ — Gift
- ବି — ଯଜ୍ଞ — Vedic sacrifice
- ବି — ହୋମ — Oblation unto fire
- ବି — ଗୋରୁ — Cow
- ବି — କୁଟ୍ଟିନୀ — A procuress; bawd