ଇଚ୍ଛୁ Ichchhu

  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ଇଷ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଉ) — ଯେ ଇଚ୍ଛାକରେ — Desirous; willing
  • ସଂ. ବିଣ. ପୁଂ ଓ ସ୍ତ୍ରୀ. (ଇଷ ଧାତୁ=ବାଞ୍ଛା କରିବା+କର୍ତ୍ତୃ. ଉ) — ଉତ୍ସାହୀ; ଇଚ୍ଛାଯୁକ୍ତ — Eager; solicitous