ଇଙ୍ଗୁଦ Iṅguda

  • ସଂ. ବି. (ଇଙ୍ଗ ଧାତୁ=କରିବା+ଭାବ. ଉ=ଇଙ୍ଗୁ= ଗମନ+ଦା ଧାତୁ+କର୍ତ୍ତୃ. ଅ) — ତାପସ ତରୁ, ଏହି ଫଳରୁ ତୈଳ ବାହାର କରି ଋଷିମାନେ ଦେହରେ ଲଗାଉଥିଲେ; ପୋଇଚାନ୍ଦିଆ — Terminalia catapha (kirtikar)
  • ସଂ. ବି. (ଇଙ୍ଗ ଧାତୁ=କରିବା+ଭାବ. ଉ=ଇଙ୍ଗୁ= ଗମନ+ଦା ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହା କଣ୍ଟା ଗଛ. 15।16 ହାତ ଉଚ୍ଚ। ପତ୍ର ଦୁଇଫାଳିଆ; ଫଳ ଆମ୍ବ ପରି ମାଂସଳ କିନ୍ତୁ ପିତା; ବୀଜ ତୈଳମୟ, ଚେରରୁ ଗଛ ବାହାରେ। ବିହାର ଓ ଭାରତର ଅନ୍ଯ ଶୁଷ୍କ ପ୍ରଦେଶରେ ଏ ଗଛ ନାହିଁ।] — [ଦ୍ର—ଏହା କଣ୍ଟା ଗଛ.1516ହାତ ଉଚ୍ଚ ପତ୍ର ଦୁଇଫାଳିଆ; ଫଳ ଆମ୍ବ ପରି ମାଂସଳ କିନ୍ତୁ ପିତା; ବୀଜ ତୈଳମୟ, ଚେରରୁ ଗଛ ବାହାରେ ବିହାର ଓ ଭାରତର ଅନ୍ଯ ଶୁଷ୍କ ପ୍ରଦେଶରେ ଏ ଗଛ ନାହିଁ]
  • ସଂ. ବି. (ଇଙ୍ଗ ଧାତୁ=କରିବା+ଭାବ. ଉ=ଇଙ୍ଗୁ= ଗମନ+ଦା ଧାତୁ+କର୍ତ୍ତୃ. ଅ) — ଏହି ବୃକ୍ଷର ଫଳ — The berries of the above mentioned tree
  • ସଂ. ବି. (ଇଙ୍ଗ ଧାତୁ=କରିବା+ଭାବ. ଉ=ଇଙ୍ଗୁ= ଗମନ+ଦା ଧାତୁ+କର୍ତ୍ତୃ. ଅ) — ହିଙ୍ଗୁପତ୍ରୀ; ଏକ ପ୍ରକାର ଘାସ — Balanites Ruxburghii
  • ସଂ. ବି. (ଇଙ୍ଗ ଧାତୁ=କରିବା+ଭାବ. ଉ=ଇଙ୍ଗୁ= ଗମନ+ଦା ଧାତୁ+କର୍ତ୍ତୃ. ଅ) — ଜ୍ୟୋତିଷ୍ମତୀ ବା ଫୁଟିଥିବା ଗଛ — A phosphorescent plant