ଆୟୁଧିକ Āyudhika

  • ସଂ. ବିଣ. (ଆୟୁଧ+ଇକ) — ଆୟୁଧସମ୍ବନ୍ଧୀୟ — Relating to weapons
  • ସଂ. ବିଣ. (ଆୟୁଧ+ଇକ) — ଅସ୍ତ୍ରଧାରୀ — Armed
  • ସଂ. ବି — ଅସ୍ତ୍ରଶସ୍ତ୍ରବ୍ୟବସାୟୀ — Dealer in arms
  • ସଂ. ବି — ଶସ୍ତ୍ରଧାରୀ ବ୍ୟକ୍ତି — Armed person
  • ସଂ. ବି — ଯୋଦ୍ଧା — Warrior