ଆଡ଼ଭଙ୍ଗି Āṟḍ̠abhaṅgi

  • ଦେ. ବି. — କଥାର ବକ୍ରତା ବା ଛନ୍ଦ — Verbal trick
  • ଦେ. ବି. — କୂଟ — Hypocricy
  • ଦେ. ବି. — ବକ୍ରୋକ୍ତି — Irony; inuendo
  • ଦେ. ବି. — ତେଣୁ ଏ କହୁଛି ମୋତେ ଆଡ଼ଭଙ୍ଗି କରି। ପୀତାମ୍ବର, ନୃସିଂହପୁରାଣ।