ଆଶାବାଡ଼ି Āṡābāṟḍ̠i
- ଦେ. ବି. (ଆ. ଅସା+ଦେ. ବାଡ଼ି; ତୁଳ—ସଂ. ଆଶ୍ରୟ )— ଯେଉଁ ଯଷ୍ଟି ଉପରେ ମନୁଷ୍ୟ ଆପଣା ଶରୀରର ଭାର ରଖି ଚାଲେ ବା ବସେ (ସେ ବାଡ଼ି ମୁଣ୍ଡରେ ଖଣ୍ଡେ ଆଡ଼ଧାରଣା ଥାଏ। ତାକୁ କାଖତଳେ ଦେଇ ଛୋଟାମାନେ ଚାଲନ୍ତି ଓ ବୈରାଗୀମାନେ ତାକୁ କାଖତଳେ ରଖି ବସିବା ଅବସ୍ଥାରେ ବିଶ୍ରାମ କରନ୍ତି — )— . A kind of walking stick with a cross-beam on the top to lean upon while walking, used by lame men and hermits
- ଦେ. ବି. (ଆ. ଅସା+ଦେ. ବାଡ଼ି; ତୁଳ—ସଂ. ଆଶ୍ରୟ )— ଧନକୁ କରି ଆଶାବାଡ଼ି, ଗମିଲା ସାଧୁ ପଥ ମାଡ଼ି— ଭୂପତି—ପ୍ରେମପଞ୍ଚାମୃତ।
- ଦେ. ବି. (ଆ. ଅସା+ଦେ. ବାଡ଼ି; ତୁଳ—ସଂ. ଆଶ୍ରୟ )— ରାଜଚିହ୍ନସୂଚକ ଦଣ୍ଡବିଶେଷ — Mace