ଆଶାୟୀ Āṡāyī
- ସଂ. ବିଣ (ଆଶା+ଇ. ଧାତୁ=ପାଇବା+କର୍ତ୍ତୃ. ଇନ୍ )— (ଆଧୁନିକ ପ୍ରୟୋଗ)=ଆଶାବାନ୍; ଆଶାନ୍ୱିତ; ଆଶାଯୁକ୍ତ — Expectant; hoping; eagerly expecting; hopeful
- ସଂ. ବିଣ (ଆଶା+ଇ. ଧାତୁ=ପାଇବା+କର୍ତ୍ତୃ. ଇନ୍ )— ଆଶାୟୀ-ଉତ୍କଳ-ଆଶା-କିଶୋରପାଦପ; ଗୁଣାରାମ ରାମଚନ୍ଦ୍ର ଭଞ୍ଜ କଞ୍ଜ ରବି। ରାଧାନାଥ, ମହାଯାତ୍ରା।