ଆବୁତ୍ତ Ābutta

  • ସଂ. ବି. (ଆ=ସମ୍ୟକ୍+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ. ତ; ବା ଆ+ଅପ୍ ଧାତୁ+ଉତ; ଯାହାଙ୍କ ସହିତ ସମ୍ୟକ୍ରୂପେ ଜଣା ଶୁଣା ଅଛି) — ଭଗିନୀପତି; ଭିଣୋଇ (ନାଟକରେ ଭଗିନୀ ପତିଙ୍କୁ ଏହି ଶବ୍ଦରେ ଡକା ଯାଏ)