ଆପାଦିବା Āpādibā

  • ଦେ. ପଦ୍ୟ. କ୍ରି. — ଆଶ୍ୱାସନା କରିବା; ଅନ୍ୟର ମନକୁ ବୋଧ ବା ସ୍ଥିର କରାଇବା — To console; to soothe another's mind
  • ଦେ. ପଦ୍ୟ. କ୍ରି. — ଆପାଦି କହନ୍ତି କୃଷ୍ଣ ଧଇର୍ଯ୍ୟ ହେବାରେ ଆରମ୍ଭିଲୁଁ ଚେଷ୍ଟା ତୁମ୍ଭ ମନ ଜାଣିବାରେ–ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଦେ. ପଦ୍ୟ. କ୍ରି. — ସମ୍ପାଦିବା — To provide for; to store up
  • ଦେ. ପଦ୍ୟ. କ୍ରି. — ପରିପନ୍ଥି ରୀତି କରି ଯେଉଁ ସତୀ ଆପାଦିଛି ପରିବାଦ ଗୋ—କବିସୂର୍ଯ୍ୟ, ସଙ୍ଗୀତ।