ଆଦ୍ୟମାସ Ādyamāsa
- ସଂ. ବି. (ଆଦ୍ୟ+ମାସ) — ବର୍ଷର ପ୍ରଥମ ମାସ — The first month of the year
- ସଂ. ବି. (ଆଦ୍ୟ+ମାସ) — (ହିନ୍ଦୁଶାସ୍ତ୍ର ମତରେ) ମାର୍ଗଶୀର ମାସ — The month of Mārgaṡīra
- ସଂ. ବି. (ଆଦ୍ୟ+ମାସ) — [ଦ୍ର—ପୂର୍ବେ ମାର୍ଗଶୀର ମାସଠାରୁ ବର୍ଷ ଗଣନା କରାଯାଉଥିଲା। ଭିନ୍ନ ଭିନ୍ନ ଦେଶର, ଅଞ୍ଚଳର ଓ କାଳର ଗଣନାମତେ ଭିନ୍ନ ଭିନ୍ନ ଆଦ୍ୟ ମାସ ଧରାଯାଏ। ଆଧୁନିକ ପାଶ୍ଚାତ୍ୟ ମତରେ ଜାନୁଆରୀ ଆଦ୍ୟ ମାସ; ପାଶ୍ଚାତ୍ୟ ଅଫିସିଆଲ୍ ଗଣନାରେ ଅପ୍ରେଲ୍; ଜ୍ୟୋତିଷ ଶାସ୍ତ୍ର ମତେ ମନୁଷ୍ୟର ପରମାୟୁ ଗଣନାରେ ବୈଶାଖ; ଦେବତାଙ୍କ ପର୍ବ ଓ ଭୋଗ ଆଦି ପାଇଁ କନ୍ୟ; ପୂର୍ବେ ପାଶ୍ଚାତ୍ୟ ମତରେ ମାର୍ଚ୍ଚ ଆଦ୍ୟମାସ ଥିଲା। ଓଡ଼ିଶା ଜମିଦାରୀ ସିରସ୍ତାରେ ଭାଦ୍ରବ ମାସରୁ ବର୍ଷ ଗଣନା ହେଉଅଛି।]