ଆତ୍ମନୀନ Ātmanīna
- ସଂ. ବିଣ. (ଆତ୍ମନ୍=ନିଜ+ହିତାର୍ଥେ. ଈନ, ଯାହାଦ୍ୱାରା ଆପଣାର ହିତ ହୁଏ) — ଆପଣାର ହିତକାରୀ ବା ମଙ୍ଗଳକର — Conducive to one's own benefit
- ସଂ. ବିଣ. (ଆତ୍ମନ୍=ନିଜ+ହିତାର୍ଥେ. ଈନ, ଯାହାଦ୍ୱାରା ଆପଣାର ହିତ ହୁଏ) — ଆତ୍ମା ବା ନିଜ ସମ୍ବନ୍ଧୀୟ — Pertaining to one's self
- ସଂ. ବିଣ. (ଆତ୍ମନ୍=ନିଜ+ହିତାର୍ଥେ. ଈନ, ଯାହାଦ୍ୱାରା ଆପଣାର ହିତ ହୁଏ) — ପଥ୍ୟ — Healthy for food; fit for being taken
- ସଂ. ବି. — ପୁତ୍ରକନ୍ୟା — Sons and daughters
- ସଂ. ବି. — ଶ୍ୟାଳକ — Wife's brother
- ସଂ. ବି. — ବିଦୂଷକ — Jester