ଆତିଥ୍ୟ Ātithya

  • ସଂ. ବି. (ଅତିଥି=ଅଭ୍ୟାଗତ+ଯ) — ଅତିଥି ହେବାର ଅବସ୍ଥା — The state of being a guest
  • ସଂ. ବି. (ଅତିଥି=ଅଭ୍ୟାଗତ+ଯ) — ଅତିଥି ସେବା; ଅତିଥିଚର୍ଯ୍ୟା — Hospitality
  • ସଂ. ବି. (ଅତିଥି=ଅଭ୍ୟାଗତ+ଯ) — ଅତିଥି ସେବାର ଉପଯୋଗୀ ବସ୍ତୁ — Materials for offering to guests