ଆଢ଼କିକ Ārdhakika

  • ସଂ. ବିଣ. (ଆଢ଼କ= 8 ସେର ପରିମାଣ+ଇକ) — ଆଢ଼କ ବା ଆଠସେର ପରିମିତ ଶସ୍ୟମଞ୍ଜି ବୁଣିବାର ଯୋଗ୍ୟ (କ୍ଷେତ୍ର) — (field) In which 8 seers of seed can be sown