ଆଢ଼କ Ārdhaka
- ସଂ. ବି. (ଆ+ଢୌକ ଧାତୁ=ଯିବା+କର୍ତ୍ତୃ. ଅ) — ଧାନ୍ୟାଦି ମାପିବାର ପରିମାଣବିଶେଷ; ଆଠସେର ପରିମାଣ। — Measure of corn weighing eight seers
- ସଂ. ବି. (ଆ+ଢୌକ ଧାତୁ=ଯିବା+କର୍ତ୍ତୃ. ଅ) — ଧାନ୍ୟାଦି ମାପିବାର ଉପଯୁକ୍ତ ପରିମିତ ପାତ୍ର ବା ଗଉଣୀ ବା ଦ୍ରୋଣୀ; ଆଠସେରିଆ ଗଉଣୀ — A measure; measuring pot of a capacity of 8 seers