ଆଖପାଖ Ākhapākha

  • ଦେ. ବିଣ. (ସଂ. ଅକ୍ଷି ଓ ପାର୍ଶ୍ୱ) — ନିକଟବର୍ତ୍ତୀ; ଚତୁର୍ଦିଗ — All sides in the vicinity
  • ଦେ. ବିଣ. (ସଂ. ଅକ୍ଷି ଓ ପାର୍ଶ୍ୱ) — ନିକଟ; ସମୀପ — Near
  • ଦେ. ବି. — ନୈକଟ୍ୟ; ସାମୀପ୍ୟ — Vicinity