ଆଖନିକ Ākhanika

  • ସଂ. ବି. ପୁଂ (ଆ+ଖନ୍ ଧାତୁ=ଖୋଳିବା+କର୍ତ୍ତୃ. ଇକ; ଯେ ମୃତ୍ତିକା ଖନନ କରେ) — ଚୋର — Thief
  • ସଂ. ବି. ପୁଂ (ଆ+ଖନ୍ ଧାତୁ=ଖୋଳିବା+କର୍ତ୍ତୃ. ଇକ; ଯେ ମୃତ୍ତିକା ଖନନ କରେ) — ଶୂକର — Boar; hog
  • ସଂ. ବି. ପୁଂ (ଆ+ଖନ୍ ଧାତୁ=ଖୋଳିବା+କର୍ତ୍ତୃ. ଇକ; ଯେ ମୃତ୍ତିକା ଖନନ କରେ) — ମୂଷିକ — Mouse
  • ସଂ. ବି. ପୁଂ (ଆ+ଖନ୍ ଧାତୁ=ଖୋଳିବା+କର୍ତ୍ତୃ. ଇକ; ଯେ ମୃତ୍ତିକା ଖନନ କରେ) — ଖଣନ୍ତା; ଖନିତ୍ର — A small hovel
  • ସଂ. ବିଣ — ଖନନକାରୀ — One who digs the earth