ଆକାରିତ Ākārita
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ଆହୂତ — Called
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ସ୍ୱୀକୃତ — Agreed upon
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ଯାହାକୁ ଗୋଟିଏ ରୂପ ଦିଆଯାଏ — Given a shape
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ତଲବ କରାଯାଇଥିବା — Demanded
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ମୂର୍ତ୍ତିରୂପେ ଗଠିତ — Moulded into a shape; embodied
- ସଂ. ବିଣ. (ଆ+କୃ ଧାତୁ. ଣିଚ; କାରି ଧାତୁ+କର୍ମ. ତ) — ଯବରଦସ୍ତି ଆଦାୟ କରାଯାଇଥିବା — Exacted