ଆକାଶ Ākāṡa
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ଗଗନ; ଶୂନ୍ୟ — The sky; the heavens; firmament
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — [ଦ୍ର—ହିନ୍ଦୁଶାସ୍ତ୍ରାନୁସାରେ ଏହା ପଞ୍ଚଭୂତରୁ ଏକତମ। ଏହା ଶୂନ୍ୟମଣ୍ଡଳରେ ବା ବ୍ରହ୍ମାଣ୍ଡରେ ବ୍ୟାପି ରହିଅଛି। ଏହା ସମସ୍ତ ଶବ୍ଦର ଆଧାର। ଆକାଶର ବିଶେଷ ଗୁଣ ଶବ୍ଦ ଅଟେ।]
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ଶୂନ୍ୟମଣ୍ଡଳରେ ପୂରି ରହିଥିବା ଅଦୃଶ୍ୟ ଦ୍ରବ୍ୟ — Ether
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ସ୍ୱର୍ଗ — The heaven
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ବ୍ରହ୍ମ — The Supreme Soul
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ଛିଦ୍ର; କଣା; ଗାତ — Hole
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — (ଗଣିତ) ଶୂନ୍ୟ; ଶୂନ — (arithmetic) Zero
- ସଂ. ବି. (ଆ=ସମ୍ୟକ୍+କାଶ=ଦୀପ୍ତି ପାଇବା+କର୍ତ୍ତୃ. ଅ; ଯାହା ସମ୍ୟକ୍ ଦୀପ୍ତି ପାଏ) — ବିନ୍ଦୁ — A dot; point
- ଦେ. ବି — ମେଘ — Cloud