ଆଉଲାତ୍ Aulāt

  • ବୈଦେ. (କଚିରିଆ) ବି. (ଫା. ଆଓଲାଦ୍) — ସନ୍ତାନ; ପୁତ୍ର — Son
  • ବୈଦେ. (କଚିରିଆ) ବି. (ଫା. ଆଓଲାଦ୍) — ଅପତ୍ୟ — Offspring