ଆଉରି Āuri
- ଦେ. ଅ — ଆଉ; ଆହୁରି; ଓ; ଏବଂ — And
- ଦେ. ଅ — ଏବଂ ମଧ୍ୟ — And also
- ଦେ. ଅ — ଅପେକ୍ଷାକୃତ — Comparatively
- ଦେ. ଅ — ଅତ୍ୟନ୍ତ — Too much; excessively; very; very much
- ଦେ. ଅ — ଅଧିକନ୍ତୁ — More over
- ଦେ. ଅ — ମୋହନ ମନ୍ତର ଜାଣୁ ତୁ ଆହୁରି ମୋ ମନ କରିବୁ ବଶ, ସରି ତ ଗଲା ହରିଣାକ୍ଷୀ ବୃନ୍ଦରୁ ଶ୍ୟାମସଉଭାଗୀ ଯଶ। କବିସୂର୍ଯ୍ୟ, ସଙ୍ଗୀତ।