ଅସ୍କନ୍ଧ Askandha
- ଦେ. ବି (ସଂ. ଅଶ୍ୱକନ୍ଦ) — ଗୁଳ୍ମବିଶେଷ — A medicinal plant; Physalis flexuosa
- ଦେ. ବି (ସଂ. ଅଶ୍ୱକନ୍ଦ) — [ଦ୍ର—ଏହାର ପତ୍ର କୋମଳ, ବ୍ରଣ ଉପରେ ପକାଇଲେ ବ୍ରଣରୁ ପୂଜ ପାଣି ଚାଲିଯାଇ ଘାଆ ଶୁଖିଯାଏ। ଏହାର ଫଳ କାଗଜ ପରି ଚୋପାବିଶିଷ୍ଟ ଓ ନାଲି। ଏହାର ମଞ୍ଜି ବାଇଗଣ ମଞ୍ଜିପରି।]