ଅସଜିଲ୍ Asajil

  • ଦେ. ବିଣ (ସଂ. ଅ+ସଜ୍ଜିତ) — ଅପ୍ରସ୍ତୁତ — Unprepared
  • ଦେ. ବିଣ (ସଂ. ଅ+ସଜ୍ଜିତ) — ଅସଜ୍ଜିତ — Unfurnished
  • ଦେ. ବିଣ (ସଂ. ଅ+ସଜ୍ଜିତ) — ଅସୁବିଧାଜନକ — Inconvenient
  • ଦେ. ବି — ଅସୁବିଧା — Inconvenience
  • ଦେ. ବି — ଅପ୍ରସ୍ତୁତ ଅବସ୍ଥା — Unperparedness