ଅସଜାଡ଼ Asajāṟḍ̠a
- ଦେ. ବିଣ (ସଂ. ଅ+ସଜ୍ଜା) — ବିଗିଡ଼ିଥିବା
- ଦେ. ବିଣ (ସଂ. ଅ+ସଜ୍ଜା) — ସଜଡ଼ା ହୋଇ ନ ଥିବା
- ଦେ. ବିଣ (ସଂ. ଅ+ସଜ୍ଜା) — ଅସଜ୍ଜିତ — Not arranged or furnished
- ଦେ. ବିଣ (ସଂ. ଅ+ସଜ୍ଜା) — ଅସୁବିଧାଜନକ — Inconvenient
- ଦେ. ବିଣ (ସଂ. ଅ+ସଜ୍ଜା) — ଅପରିଷ୍କୃତ — Uncleansed
- ଦେ. ବିଣ (ସଂ. ଅ+ସଜ୍ଜା) — ପୀଡ଼ିତ — Sick
- ଦେ. ବିଣ (ସଂ. ଅ+ସଜ୍ଜା) — ଯାହାର ଧାରା ବିଗିଡ଼ି ଯାଇ ଥାଏ — Disorganised
- ଦେ. ବିଣ (ସଂ. ଅ+ସଜ୍ଜା) — ଅସୁସଜ୍ଜିତ — Not properly arranged