ଅସଙ୍ଗତି Asaṅgati
- ସଂ. ବି. (ଅ+ ସଙ୍ଗତି) — ସାମଞ୍ଜସ୍ୟର ଅଭାବ; ଅମେଳ — Incongruity; inconsistence
- ସଂ. ବି. (ଅ+ ସଙ୍ଗତି) — ସାଂସାରିକ ବା ଆର୍ଥିକ ସଙ୍ଗତି ବା ଧନ ନ ଥିବା ଅବସ୍ଥା — Financial or material incompetence
- ସଂ. ବି. (ଅ+ ସଙ୍ଗତି) — ଅସମ୍ବନ୍ଧ — Want of connection
- ସଂ. ବି. (ଅ+ ସଙ୍ଗତି) — ଅଯୌକ୍ତିକତା — Unreasonableness
- ସଂ. ବି. (ଅ+ ସଙ୍ଗତି) — ଉପାୟହୀନତା — Want of resources
- ସଂ. ବି. (ଅ+ ସଙ୍ଗତି) — ଅମେଳ — Disagreemnt
- ସଂ. ବି. (ଅ+ ସଙ୍ଗତି) — ଅର୍ଥାଳଙ୍କାରବିଶେଷ — A figure of speech
- ସଂ. ବି. (ଅ+ ସଙ୍ଗତି) — [ଦ୍ର—ଯେଉଁ ସ୍ଥାନରେ କାରଣ ଥାଏ ସେହି ସ୍ଥାନରେ ହିଁ କାର୍ଯ୍ୟ ଜନ୍ମେ। ଏହି ନିୟମର ଅନ୍ଯଥା ଘଟିଲେ ଅର୍ଥାତ ଭିନ୍ନ ଭିନ୍ନ ଦେଶରେ କାର୍ଯ୍ୟ ଓ କାରଣର ସ୍ଥିତି ବର୍ଣ୍ଣିତ ହେଲେ ଅସଙ୍ଗତି ଅଳଙ୍କାର ହୁଏ। ଯଥା
- ସଂ. ବି. (ଅ+ ସଙ୍ଗତି) — ଜୀବନ ହରିଲେ ତଟିନୀ ଦେହରୁ ଦୀନମଣି ଶୂନ୍ୟେ ଥାଇ। ଫାଶୀ ଦେଉଛନ୍ତି ଧୀବରେ ମୀନକୁ ବଡ଼ିଶରଜ୍ଜୁ ପକାଇ। ସୁଢ଼ଳଦେବ. ଚିତ୍ରୋତ୍ପଳା—କୁଳମଣି, ଅଳଙ୍କାରତରଙ୍ଗିଣୀ।]
- ସଂ. ବିଣ — ସଙ୍ଗତିରହିତ — Not well-to-do; resourceless