ଅଳ୍ପକରେ Aḻpakare

  • ଦେ. କ୍ରି. ବିଣ. (ସଂ. ଅଳ୍ପ) — ସାମାନ୍ୟରେ
  • ଦେ. କ୍ରି. ବିଣ. (ସଂ. ଅଳ୍ପ) — ଅଳ୍ପ ଆୟାସରେ
  • ଦେ. କ୍ରି. ବିଣ. (ସଂ. ଅଳ୍ପ) — ଜାଣିଲେ ଧନୁ ବିଦ୍ୟା ସେ ପୁତ୍ରେ ଅଳ୍ପକରେ। କୃଷ୍ଣସିଂହ. ମହାଭାରତ, ଆଦି।