ଅରଘଟ୍ଟ Araghaṭṭa

  • ସଂ. ବି. (ଅର=ଶୀଘ୍ର+ଘଟ୍ଟ ଧାତୁ=ଚାଳିତକରିବା+କର୍ମ ଅ ଯାହାକୁ ଶୀଘ୍ର ଶୀଘ୍ର ଚାଳିତ କରା ଯାଏ) — କୂଅରୁ ପାଣି ଉଠାଇବା ପାଇଁ ଘଟ ଓ ଚକ୍ରଯୁକ୍ତ ଯନ୍ତ୍ର — A contrivance (consisting of a wheel and buckets) for lifting water from a well
  • ସଂ. ବି. (ଅର=ଶୀଘ୍ର+ଘଟ୍ଟ ଧାତୁ=ଚାଳିତକରିବା+କର୍ମ ଅ ଯାହାକୁ ଶୀଘ୍ର ଶୀଘ୍ର ଚାଳିତ କରା ଯାଏ) — ବାମ୍ଫି; ବଡ କୂଅ — Big well