ଅରଗଳି Aragaḻi
- ଗ୍ରା. ପଦ୍ୟ. ବି. (ସଂ. ଅର୍ଗଳ) — ପଶୁ ବଧ କରିବା ପାଇଁ ଖିଲ ଦିଆ ଯାଇଥିବା ଅର୍ଦ୍ଧଚନ୍ଦ୍ରାକୃତି କାଷ୍ଠ ଯନ୍ତ୍ର। (ଏହାର ମୂଳ ଭୂଇଁରେ ପୋତା ଥାଏ। ଏଥିର କନାରେ ପଶୁର ବେକକୁ ପୂରାଇ ବେକ ଉପରେ ଗୋଟାଏ କୀଳା ଦେଲେ ପଶୁ ସେଥିରୁ ବେକ କାଢି ପାରେ ନାହିଁ) — Shambles; a contrivance with a semicircular opening for locking the neck of beasts when they are butchered
- ଗ୍ରା. ପଦ୍ୟ. ବି. (ସଂ. ଅର୍ଗଳ) — ସଂକୀର୍ଣ୍ଣ ଗଳି — Narrow lane
- ଗ୍ରା. ପଦ୍ୟ. ବି. (ସଂ. ଅର୍ଗଳ) — କୃଷ୍ଣ ରତି ରତ୍ନ ଚଉର ଦଣ୍ଡନ. ଉରୁ ଅରଗଳି ସୁସନ୍ଧାନୀ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।
- ଗ୍ରା. ପଦ୍ୟ. ବି. (ସଂ. ଅର୍ଗଳ) — ଚନ୍ଦନଅର୍ଗଳି (ଦେଖ) — Chandanaargaḻi (See)
- ଗ୍ରା. ପଦ୍ୟ. ବି. (ସଂ. ଅର୍ଗଳ) — କଳାପାବଚ୍ଛ ଅରଗଳି, ଏଠାରୁ ମହାନିତ୍ୟସ୍ଥଳୀ। ଯଶୋବନ୍ତ. ପ୍ରେମଭକ୍ତିଗୀତା।