ଅମ୍ଳାନ Amḻāna

  • ସଂ. ବିଣ (ଅ+ମ୍ଳାନ) — ଯାହା ଝାଉଁଳେ ନାହିଁ — Not fading
  • ସଂ. ବିଣ (ଅ+ମ୍ଳାନ) — ତେଜସ୍କର; ତେଜୀୟାନ — Fresh
  • ସଂ. ବିଣ (ଅ+ମ୍ଳାନ) — ଉଜ୍ଜ୍ୱଳ — Bright
  • ସଂ. ବିଣ (ଅ+ମ୍ଳାନ) — ହୃଷ୍ଟ; ପ୍ରଫୁଲ୍ଲ — Delighted
  • ସଂ. ବିଣ (ଅ+ମ୍ଳାନ) — ଯାହା ମଇଳା ହୁଏ ନାହିଁ
  • ସଂ. ବିଣ (ଅ+ମ୍ଳାନ) — ନିର୍ମଳ — Clear