ଅମ୍ଳସାର Amḻsāra

  • ସଂ. ବି (ବହୁବ୍ରୀହି; ଅମ୍ଳ+ସାର) — କାଞ୍ଜି — Fermented ricewater
  • ସଂ. ବି (ବହୁବ୍ରୀହି; ଅମ୍ଳ+ସାର) — ହିନ୍ତାଳ (ଦେଖ) — Hintāḻa (See)
  • ସଂ. ବି (ବହୁବ୍ରୀହି; ଅମ୍ଳ+ସାର) — ଅମ୍ଳବେତସ (ଦେଖ) — Amḻabetasa (See)
  • ସଂ. ବି (ବହୁବ୍ରୀହି; ଅମ୍ଳ+ସାର) — ବିଶୁଦ୍ଧ ଗନ୍ଧକ — Purified sulphur
  • ଦେ. ବି (ବିଜ୍ଞାନପରିଭାଷା) — ଏସୀଡ୍, ଅମ୍ଳରସବିଶିଷ୍ଟ ରାସାୟନିକ ସାର — Acid