ଅମ୍ରାତ Amrāta

  • ସଂ. ବି. (ଅମ୍ର=ଆମ୍ବ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯାହା ଆମ୍ବ ପରି) — ଆମ୍ବଡା (ଗଛ ଓ ଫଳ) — Hogplum