ଅମ୍ଭୋଜ Ambhoja

  • ସଂ. ବିଣ. (ଅମ୍ଭଃ+ଜନ ଧାତୁ+କର୍ତ୍ତୃ. ଅ) — ଜଳଜ; ଜଳଜାତ — Aquatic
  • ସଂ. ବି — ପଦ୍ମ — Lotus
  • ସଂ. ବି — ଚନ୍ଦ୍ର — Moon
  • ସଂ. ବି — ଶଙ୍ଖ — Conch
  • ସଂ. ବି — କର୍ପୂର — Camphor.(ହି. ଶବ୍ଦସାଗର)
  • ସଂ. ବି — ସାରସପକ୍ଷୀ — Crane.(ହି.ଶବ୍ଦସାଗର)